13 |
ତୁମ୍ଭମାନେେ ସହର ଭିତରକକ୍ସ୍ଟ ୟାଅ, ତାଙ୍କୁ ପାଇୟିବ। ଯଦି ତୁମ୍ଭେ ଚଞ୍ଚଳ ୟିବ, ତବେେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନ ରେ ଭୋଜନ ପୂର୍ବରକ୍ସ୍ଟ ସାକ୍ଷାତ କରିପାରିବ। ସଠାେରେ ସେ ନବୈେଦ୍ଯକକ୍ସ୍ଟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ୟ୍ଯନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହକ୍ସ୍ଟଅ ତାଙ୍କୁ ପାଇପାରିବ।"
|